Ped Gaarl Frend
ପେଡ଼୍ ଗାର୍ଲଫ୍ରେଣ୍ଡ୍]' ଗାଳ୍ପିକ ରଞ୍ଜନ ପ୍ରଧାନଙ୍କ ଚତୁର୍ଥ ଗଳ୍ପ ସଂକଳନ । ଏଥିରେ ରହିଛି ୧୬ଟି ବଛାବଛା ଗପ । ଏଥିରେ ମୁଖ୍ୟତଃ ଆଧୁନିକ ମଣିଷର ସ୍ଖଳିତ ବସ୍ତୁବାଦୀ ଜୀବନ ଓ ଦର୍ଶନର କଥା ରହିଛି । ପ୍ରେମ, ପ୍ରତାରଣା, ମୋହଭଙ୍ଗ, ଅବସାଦ, ଅସ୍ୱାଭାବିକ ସମ୍ପର୍କ, ଗଭୀର ମନସ୍ତାପ ଓ ଆତ୍ମଦହନ ଏହି ଗପ ସଂକଳନର ମୁଖ୍ୟ ସ୍ୱର । ବିଶେଷକରି ଆଧୁନିକ ସମୟର ସ୍ଖଳିତ ନାରୀ ଚରିତ୍ର ଏଥିରେ ବେଶି ପ୍ରତିଫଳିତ ହୋଇଛି ।
GenresFictionLiteraryUrban & Street Lit
206 pages
English edition · First published 2021 by Black Eagle Books · ISBN 9781645601623
Readers also shelved
Be the first to rate this book
Keep track of what you read
Book Nook is a free reading tracker with a 3D bookshelf, a reading timer, challenges with friends and a Reading Wrapped at the end of the year. Add Ped Gaarl Frend to your shelf in one tap.
Prem Pradhan Apostle to NepalPrem Pradhan, Gene Edwards